ମୋ ନାମ ଅଙ୍କିତା, ମୋର ବୟସ ୧୯ ବର୍ଷ | ମୁ ବାଙ୍ଗଲୋର ଯାଉଥିଲି ଟ୍ରେନ ରେ କାରଣ ମତେ ସେଠି ଟ୍ରେନିଂ ନେବାର ଥିଲା , ମୁ sleeper ସିଟ ବୂକ କରିଥିଲି ମୋର ସିଟ ଥିଲା ମଝିରେ , ମୋ କବିନ ରେ ଆଉ ୪ ଜଣ ଥିଲେ , ଦୁଇ ଜଣ ବୁଢା ବୁଢ଼ୀ ଆଉ ଜଣେ ଛୋଟ ପିଲା ଏବଂ ଗୋଟେ ପିଲା ଥିଲା ୨୪ ବର୍ଷ ର | ସେ ମତେ ଖାଲି ଅନାଉଥିଲା ଆଉ mobile ଦେଖୁଥିଲା , ସେ ମୋ ସହ କଥା ହେବାକୁ ଚେଷ୍ଟା କରୁଥିଲା ମୁ ବି ତା ସହ ଟିକେ କଥା ହେଲି ମତେ ସେ ଭଲ ଲାଗିଲା | ଦେଖୁ ଦେଖୁ ରାତି ହେଇଗଲା ସମସ୍ତେ ଖାଇକି ଶୋଇବାକୁ ଲାଗିଲେ , ମୁ ବି ଖାଇକି ଶୋଇବି ଭାବିଲି | ମୋର ସିଟ ମଝିରେ ଥିଲା ତ ମୁ ମୋ ସିଟ ଉପରକୁ କରିକି ସୋଇ mobile ଦେଖୁଥିଲି | ରାତି ପ୍ରାୟ ୧୨.୩୦ ହେଲାଣି ମତେ ନିଦ ଲାଗିଲ , ମୁ ସୋଇପଡିଲି |
କିଛି ସମୟ ପରେ ମତେ feel ହେଲା ଯେମିତି କିଏ ମୋ ଦେହ ରେ ହାତ ମାରୁଚି , ମୁ ଭାବିଲି ବୋଧେ ମୁ ସ୍ୱପ୍ନ ଦେଖୁଚି , କିଛି ସମୟ ପରେ ମତେ ପୁଣି ସେମିତି ଲାଗିଲା ଯେମିତି କିଏ ମୋ ଛାତି ରେ ହାତ ମାରୁଚି | ମୁ ଯେମିତି ଆଖି ଖୋଲିଲି ଦେଖିଲି କି କେହି ବି ନାହାନ୍ତି , ମୁ ପୁଣି ସୋଇପଡିଲି କିଛି time ପରେ ମୋ dress ଭିତରେ କାହା ହାତ ପଶିଲା ଭଳି ଲାଗିଲା , ମୁ ଆଖି ଖୋଲି ଦେଖିଲି ତ ହଠାତ ମୋ ପାଟିକୁ କେହି ଜଣେ ମାଡିବସିଲା ଆଉ କାନ ରେ କହିଲା ପାଟି କରେନି ନହେଲେ ତୋର ଖରାପ ଫୋଟୋ ସବୁ ଉଠେଇଚି ତାକୁ viral କରିଦେବି ମୁ ଜାଣିଗଲି କି ସେଇ ପିଲା ତ |
ମୁ ଡ଼ରିକି ପାଟି ଚୁପ କରିକି ରହିଲି ତାପରେ ସେ ମୋ ର ସବୁ ଆଡେ ହାତ ମାରିଲା ମତେ ବହୁତ ଆଜିବି ଲାଗୁଥିଲା ଆଉ ଡର ବି ଲାଗୁଥିଲା , କିଛି time ଏମିତି କଲା ପରେ ସେ ମତେ ଖରାପ touch କଲା ମୁ ବହୁତ କାନ୍ଦିଲି ଆଉ ସେ ମୋ dress ମଧ୍ୟ ଖୋଲିବାକୁ ଚେଷ୍ଟା କଲା ହେଲେ ମୁ ତାହା ହେବାକୁ ଦେଲିନି , ପାଖରେ ଲୋକ ଥିବାରୁ ସେ ମୋ ସହ ବେଶୀ କିଛି କରିପାରି ନଥିଲା | next ଦିନ ମୁ ଷ୍ଟେସନ ରେ ଓଲ୍ହେଇବା ପରେ ପୋଲିସ ପାଖରେ complain ଦେଲି ତାର ସିଟ ନୁଁମ୍ବର ମୁ ଜାଣିଥିଲି |
ସେଇ ଦିନ ଆଜି ବି ଭାବିଲେ ମତେ କାନ୍ଦ ଲାଗୁଚି , ସେ ଅଜଣା ଟୋକା ମୋ ସହ ଏତେ ଖରାପ କାମ କଲା ହେଲେ ମୁ ତାର କିଛି କରିପାରିଲିନି |ମୋ ପାଖରେ ସାହସ ନଥିଲା ସେଦିନ ଯଦି ମୁ ପାଟି କରି ଥାନ୍ତି ହୁଏତ ସେ ଟୋକା ଆଉ କାହା ସହ ବି ଏମିତି କରି ନାଥନ୍ତା |
ଏହା ଥିଲା ମୋର ସତ କାହାଣୀ ଏଇଇ କଥା ମୋ ଛାତି ରେ ବହୁତ ଦିନ ଥିଲା ଆଜି କହିଦେଲି
Read more story https://utkalxpress.com/