ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାର ଙ୍କ ବଡ ନିଷ୍ପତି Odisha govt exam fees will be free

odisha govt exam fees

ରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାର ଙ୍କ ବଡ ନିଷ୍ପତି , ସରକାର ଙ୍କ ଅଧୀନ ରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ fee ଛାଡ଼ କରିବାକୁ ସରକାର ନିଷ୍ପତି ନେଇଛନ୍ତି | ଏନେଇ ସରକାର ଙ୍କ ପକ୍ଷ ରୁ OPSC ,OSSC , OSSSC ବୋର୍ଡ କୁ ଚିଠି ଲେଖା ଯାଇଛି |

ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା FEE ଫେରାଇ ଦିଆଯିବ , ଏହା ଦ୍ୱାରା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ | ଯେଉଁ ମାନେ ପରୀକ୍ଷା କୁ ଗୁରୁତ୍ୱ ର ସହ ନନେଇ ପରୀକ୍ଷା ଦେଇ ନଥିବେ ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ |


ଯଦି ସରକାରୀ ଚାକିରୀ ପାଇଁ ଆପଣ ଆବେଦନ କରୁଛନ୍ତି ତେବେ ଏଥିପାଇଁ ଆପଣ ଙ୍କୁ ଆବେଦନ FEE ଦେବାକୁ ପଡିବ , ଯେଉଁମାନେ ପରୀକ୍ଷା ଦେଇଥିବେ ସେମାନ ଙ୍କୁ ଆବେଦନ FEE ଫେରସ୍ତ ହେବ |
ହେଲେ ଯେଉଁମାନେ ପରୀକ୍ଷା ଦେବେନି ସେମାନଙ୍କୁ ସରକାର non -ସେରିୟୂଷ ବିବେଚିତ କରିବା ଆଉ ସେମାନେ ଆବେଦନ FEE ଫେରସ୍ତ ପାଇବେ ନାହିଁ |


ସରକାର ଙ୍କ ଏହି ପଦକ୍ଷେପ କୁ ଲୋକ ମାନେ ସ୍ୱାଗତ ଜଣେଇଛନ୍ତି , କାରଣ ଏହା ଦ୍ୱାରା ଗରିବ ଘର ର ପିଲା ବହୁତ ଉପକୃତ ହେବେ ଏବଂ ପରୀକ୍ଷା ଦେବାକୁ ପ୍ରୋତ୍ସାହନ ମଧ୍ୟ ମିଳିବ |
ଏହା ଦ୍ୱାରା ଓଡିଶା ର ଲକ୍ଷ ଲକ୍ଷ ପିଲା ଉପକୃତ ହେବେ ଯାହାକି ପିଲା ମନ ଙ୍କ ଭିତରେ utsaha ବଢିବା

The exam fee will be refunded to the candidates who have given the exam, this will benefit lakhs of candidates. This will not apply to those who have not given the exam due to lack of importance.

If you are applying for a government job, then you will have to pay the application fee for this, the application fee will be refunded to those who have given the exam.

But those who do not give the exam will be considered non-serious by the government and they will not get the application fee refund.

People have welcomed this step of the government, because this will greatly benefit the children of poor families and they will also be encouraged to take the exam.

This will benefit lakhs of children of Odisha, which will instill confidence in the minds of children.

Read more articles https://utkalxpress.com/

Leave a Reply

Your email address will not be published. Required fields are marked *