
ଟ୍ରେନ ରେ ମୋ ସହ ଗୋଟେ ଲୋକ ଏମିତି କଲା Odia Real Story
ମୋ ନାମ ଅଙ୍କିତା, ମୋର ବୟସ ୧୯ ବର୍ଷ | ମୁ ବାଙ୍ଗଲୋର ଯାଉଥିଲି ଟ୍ରେନ ରେ କାରଣ ମତେ ସେଠି ଟ୍ରେନିଂ ନେବାର ଥିଲା , ମୁ sleeper ସିଟ ବୂକ କରିଥିଲି ମୋର ସିଟ ଥିଲା ମଝିରେ , ମୋ କବିନ ରେ ଆଉ ୪ ଜଣ ଥିଲେ , ଦୁଇ ଜଣ ବୁଢା ବୁଢ଼ୀ ଆଉ ଜଣେ ଛୋଟ ପିଲା ଏବଂ ଗୋଟେ ପିଲା ଥିଲା ୨୪ ବର୍ଷ ର | ସେ…