
ଗୋଟେ ଡାକ୍ତର ମୋ ସହ ଏମିତି କଲା Odia real doctor story
ମୋର ନାମ କାବେରୀ , ବୟସ ୨୫ ବର୍ଷ | ମୁ hyderabad ର ଏକ ଘରେଇ କମ୍ପାନୀ ରେ କାମ କରେ | ଆଜି ମୁ ଏକ ସତ ଘଟଣା କହିବାକୁ ଯଊଛୀ ଯାହାକି ମୋ ସହ ୪ ବର୍ଷ ତଳେ ଘଟିଥିଲା |ମୁ hyderabad କୁ ଗଲା ପରେ ସେଠିକା ଖାଇବା ଖାଇକି ମୋ ଦେହ ଖରାପ ହେଇଯାଇଥିଲା ଆଉ ସେଠିକାର ପାଣି ବହୁତ ଅପରିଷ୍କାର ଥିଲା | ଧୀରେ ଧୀରେ ମୋ ଦେହ…