
ଡାଇରିଆ କିମ୍ବା ହଇଜା ରୁ କେମିତି ବଞ୍ଚିବେ How to cure Diarrhea
ଡାଇରିଆ କଣ ? ଯେତେବେଳେ ଆମ ଶରୀର dehydrate ହେଇଯାଏ ( କିଛି ଖରାପ ଖାଇବା ଯୋଗୁ , ଅଶୁଦ୍ଧ ପାନୀୟ ଜଳ ଯୋଗୁ ,କିଛି ଇନଫେକ୍ସନ ଯୋଗୁ କିମ୍ବା କାହା ଯୋଗେ ଏହି ରୋଗ ଟି ବ୍ୟାପୁ ) ସେତେବେଳେ ଆମର ଝାଡା ବାନ୍ତି ଯୋଗେ ଶରୀର ଦୁର୍ବଳ ହେଇଯାଏ , ଶରୀର ରେ ଜଳ ର ପରିମାଣ କମିଯାଏ , ବହୁତ ଯନ୍ତ୍ରଣା ଅନୁଭବ ହୁଏ | ସାମାନ୍ୟ ମଣିଷ ଟି ଉଠିବାକୁ ଅକ୍ଷମ…