odisha govt exam fees

ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାର ଙ୍କ ବଡ ନିଷ୍ପତି Odisha govt exam fees will be free

ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାର ଙ୍କ ବଡ ନିଷ୍ପତି , ସରକାର ଙ୍କ ଅଧୀନ ରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ fee ଛାଡ଼ କରିବାକୁ ସରକାର ନିଷ୍ପତି ନେଇଛନ୍ତି | ଏନେଇ ସରକାର ଙ୍କ ପକ୍ଷ ରୁ OPSC ,OSSC , OSSSC ବୋର୍ଡ କୁ ଚିଠି ଲେଖା ଯାଇଛି | ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା FEE ଫେରାଇ ଦିଆଯିବ , ଏହା ଦ୍ୱାରା…

Read More